Odia SMS

Home
About Us
My Account
Coverage
Support
Contact Us
Buy Credits
SMS
Free sms
Friendship sms
Fun sms
Love sms
SMS Jokes
Bulk sms
Group sms
SMS History
Ringtones
Top Ringtones
Hindi Ringtones
South indian tones
Funny Ringtones
Picture Messages
Operator Logos
 
Users
Register
Login
Forgot Password
 
Top SMS Destinations
SMS India
SMS Saudi Arabia
SMS UAE
SMS Egypt
SMS Pakistan
SMS Indonesia
SMS United States
SMS United Kingdom
SMS Malaysia
SMS Italy
SMS United Arab Emirates
SMS Australia
SMS Bangladesh
SMS Philippines
SMS Ukraine
SMS China
SMS Afghanistan
SMS Greece
SMS Vietnam
SMS Kuwait
SMS Turkey
SMS Canada
SMS Israel
SMS Austria
SMS Uganda
SMS Algeria
SMS Oman
SMS Bahrain
SMS Armenia
SMS Bolivia
SMS Kenya
SMS Hungary
Other Countries
  Sign In
New User? Sign Up

Odia SMS

----------------------

ମୋ ଜୀବନ ପ୍ରାଣ ପ୍ରିୟା ସତେକି ତୁମେ ଏତେ ସୁନ୍ଦର ତୁମ ରୁପରେ ଅଛି କି ଦିବ୍ୟ ଶକ୍ତି ଟାଣୁଛି ମୋ ମନକୁ।
ସୁନ୍ଦଯ୍ୟ କୁ ତୁମ ତୁଲନା କରି ପାରୁ ନାହିଁ ତୁମଠୁ ଆଉ କେହି ନୁହେ ସୁନ୍ଦର ।
ଯେବି ଦେଖିବ ତୁମକୁ ମନ କିଣିନେବ ତାର ।
ତୁମଠୁ ସୁନ୍ଦର ଆଉ କେହି ନାହିଁ ଏ ସାରା ସଂସାରେ ,
ପ୍ରେମ ଶକ୍ତି ତୁମ ସୁନ୍ଦର ଅଲି ତୁମେ ଅଟ ମୋର ଗଲା ମାଲି ।
ସବୁ ଜନମେ ସାଥି ହୋଇଥିବ ତୁମେ ଏକା ପ୍ରିୟା ମୋର ।
ମୋ ହୃଦୟରେ ହୋଇଗଲ ପ୍ରିୟା ଜନମ ଜନମର ସାଥି ।
ତୁମର ପ୍ରେମରେ ସବୁ କିଛି ଭୁଲି ତୁମ ପାଖକୁ ଯିବୀଚାଲି ।
ପ୍ରିୟା ମୋର .....

----------------------

ଗ୍ରିଶ୍ମର ପ୍ରଚଣ୍ଡ ତାପସହି ,
ଫଗୁଣର ପତ୍ର ଝଡାପରେ, ତଥାପି ବୃକ୍ଷ ଟିଏ ଚାହିଁ ଥାଏ ପୁନର ଜନ୍ମ ପାଇଁ.
ବୃକ୍ଷ ପରି ମୁବି ଦୌଡୁଛି କଣ୍ଟକିତ ପଥରେ ଅଣ ନିଶ୍ଵାଶି ହୋଇ,ସତେକି ତୁମକୁ ପାଇବା ଆଶାରେ,
କରୁଛ ମୋ ମନକୁ ମରୁଦ୍ୟନ ଭଙ୍ଗେଇଦେଉଛ ମୋ ରଙ୍ଗିନ ସପ୍ନ ତଥାପି ତୁମକୁ ପାଇବା ଆଷାରେ।

----------------------

କାନ୍ଦୁଛି ନିତି ପ୍ରିୟା ଝରାଇ ଆଖିରୂ ଲୁହ ମୋର ମନ ବି କାନ୍ଦେ ଆଜି ନଝରାଇ ଆଖିରୁ ଲୁହ।
ଶୁଖିଲେ ଆଖିର ଲୁହ କାନ୍ଦିଲେ ଜଣା ପଡେ ନାହିଁଭଲ ପାଏ କାହାକୁ କେତେ କହିଲେ ସତ ହୁଏ ନାହିଁ।
ପରକୁ ଆପଣା କରି କରି ଦେଲ ମୋତେ ପର ମୁଁତ ରହିବି ପ୍ରିୟା ସଦା ତୁମର।
ଆଗବର ହେଇ ପୋଛୁଥିବେ ସିଏ ତୁମ ଆଖିର ଲୁହ ଭଲ ସାଥିଟିଏ ପାଇଛ ଯଦିସୁଖି ହୋଇ ରହି ଥାଅ

----------------------

ସବୁଜ ଧରଣି ଆଉ ସୁନେଲି ଆକାଶ
ଝରଣାରେ ଝର ତୋତେ ଡାକୁଛି ପାସ।
ବହୀମେଲି ତୋର ଅପେକ୍ଷା କରିଛି
ଆସିବା ପଥକୁ ନିରେଖୀ ଚାହିଁଛି।
ଗାଇବୁ ଯାଆରେ ଶାନ୍ତିର ତୁ ପ୍ରେମଗୀତି।
ନୀଲାଭ ଆକାଶ ଅପେକ୍ଷାରେ ତୋର ଯା ଉଡିଯାରେ ସାଥି।

----------------------


Pahilu Dekhare Priya Chari Akhi
Ama Hoila Milan
Tumari Rupaku Priya mo
Hrudaye Kali Sankalan

----------------------

Aina Jepari Michha Kahenahi
Akhiki Dekhiba Bhinna
Manadei Jaku Bhala Paithibu
Sehi Heba Jibadhan

----------------------

MEGHAKU MAGILI BARASA TIKIA
TAMAKU MAGILI MANA
MEGHA DHALI DELA ASADE BARASA
TAME DELA NAHI MANA

----------------------

Premare Ta Sakhi Aviman Ase
Hue Nahi Kehi Anamana,
Emiti Semiti Lekhiba Jadigo
Banchiki Pariba Tama Bina.

Odia SMS